‘ମୋ ଓଡ଼ିଶା ନବୀନ ଓଡ଼ିଶା’ରେ ଶଙ୍ଖ ଚିହ୍ନକୁ ନେଇ ବିଜେଡିକୁ ଘେରିଲା କଂଗ୍ରେସ
ASO ଚୟନ ପ୍ରକ୍ରିୟାରେ ରୋକ୍ ଲଗାଇଲେ ହାଇକୋର୍ଟ, ସେପ୍ଟେମ୍ବର ୨୧ରେ ପରବର୍ତ୍ତୀ ଶୁଣାଣି
ନ୍ୟୁଜ୍ 365(ବ୍ୟୁରୋ): ଓଡ଼ିଶା ଲୋକସେବା ଆୟୋଗ (OPSC) ତରଫରୁ ଅନୁଷ୍ଠିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ଚୟନ ଅନିୟମିତତା ମାମଲାରେ ସାନି ଚୟନ ପ୍ରକ୍ରିୟାରେ ରୋକ୍ ଲଗାଇଲେ ହାଇକୋର୍ଟ। ଜଣିକିଆ ଖଣ୍ଡପୀଠଙ୍କ ରାୟ ଉପରେ ରହିତାଦେଶ। ଜବାବ ଦାଖଲ କରିବାକୁ ଓପିଏସସିକୁ ନିର୍ଦ୍ଦେଶ ରହିଛି । ସେପ୍ଟେମ୍ବର ୨୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଗତବର୍ଷ ଅଗଷ୍ଟ ୨୭ରେ ୭୯୬ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର-ASO ପଦବୀ ପାଇଁ ପ୍ରାୟ ଦେଢ଼ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଗତ ନଭେମ୍ବର ୭ରେ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ତେବେ ନିୟମ ଅନୁସାରେ ମେଧା ତାଲିକା ପ୍ରସ୍ତୁତ ହୋଇନାହିଁ ବୋଲି ଅଭିଯୋଗ ହୋଇଥିଲା ।. ପୂର୍ବରୁ ASO ଚୟନ ପ୍ରକ୍ରିୟା ବିବାଦ ମାମଲାରେ ଶୁଣାଣି ଶେଷ ହୋଇଥିଲା । ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ହାଇକୋର୍ଟ । OPSC ଦ୍ୱାରା ପ୍ରକାଶିତ ମେରିଟ ଲିଷ୍ଟକୁ ଉଚ୍ଚ ନ୍ୟାୟାଳୟ ଖାରଜ କରିଥିଲେ । ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରିଥିଲେ କୃତକାର୍ଯ୍ୟ ପରୀକ୍ଷାର୍ଥୀ । ଏହାକୁ ଚ୍ୟାଲେଞ୍ଜ କରି ଦୁଇଟି ମାମଲା ମଧ୍ୟ ରୁଜୁ କରାଯାଇଥିଲା । ନିଷ୍ପତ୍ତିର ପୁନର୍ବିଚାର ଓ ପକ୍ଷ ନ ଥିବାରୁ ରିଟ୍ ପିଟିସନ୍ ହୋଇଥିଲା ।
Trending Tag
ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ 'ଆମ ଓଡ଼ିଶା ନବୀନ ଓଡ଼ିଶା' କାର୍ଯ୍ୟକ୍ରମର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର: ୨୩ରେ ନେଇପାରେ ଅବପାତର ରୂପ
ଅକ୍ଟୋବର ୨ରେ ମାଲକାନଗିରିରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଏଣିକି ଘରେ ପହଞ୍ଚିବ ୧୮୧ ମୋବାଇଲ ପ୍ରାଣୀ ଚିକିତ୍ସା ୟୁନିଟ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ବିଏମସି ପାଇଁ ୪୧୬ଟି ଅତିରିକ୍ତ ପଦବୀ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଅକ୍ଟୋବର ସୁଦ୍ଧା ସରିବ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ
5Tରେ ସାମିଲ ହେଲା ଖୋର୍ଦ୍ଧା ଜିଲ୍ଲାର ସବୁ ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ
ସ୍ଦାଧିନତାର ୭୭ ବର୍ଷ ପରେ ବି ଦୟନୀୟ ସ୍ଥିତି: ଗାଁକୁ ଭଲ ରାସ୍ତା ନଥିବାରୁ ହସ୍ପିଟାଲରେ ପହଁଚି ନପାରି ସାପ କାମୁଡ଼ା ରୋଗୀର ମୃତ୍ୟୁ
ରାଜଗାଙ୍ଗପୁରରେ ନିର୍ମାଣ ହେବ ରେଲ୍ ଓଭରବ୍ରିଜ୍: ଲୋକଙ୍କଠାରୁ ସିଧାସଳଖ ଜମି କିଣିବେ ରାଜ୍ୟ ସରକାର
ବରଗଡ଼ ଜିଲ୍ଲାରେ ହେବ ୩ଟି ବୃହତ୍ ସେତୁ; ୩୯ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ବିବାଦ ଘେରରେ ମିଶନ ଶକ୍ତି କାଫେ: ମଧ୍ୟାହ୍ନରେ ଉଦ୍ଘାଟନ, ସନ୍ଧ୍ୟାରେ ତାଲା
ରାଜଧାନୀ ଏକ୍ସପ୍ରେସରେ ଲାଗିଲା ତେଜସ୍ ରେକ୍ଲ, ଶୁଭାରମ୍ଭ କଲେ କେନ୍ଦ୍ର ରେଳମନ୍ତ୍ରୀ
ବିଜେଡିରୁ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଦା। ଦଳର ନା ସୌମ୍ୟଙ୍କର.... କାହାର ହେବ କ୍ଷତି ?
ଡ୍ୟୁଟିରେ ଥାଇ ବି ନିଶାରେ ଚୁର୍ ଗେଟ୍ ମ୍ୟାନ୍, ଟ୍ରେନ ଆସିବା ପୂର୍ବରୁ ଫାଟକ ପକାଇଲେ ସ୍ଥାନୀୟ ଲୋକ
ଅଧ୍ୟାପକଙ୍କ ପାଠପଢ଼ାରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ: ରିପୋର୍ଟ ମାଗିଲା ଉଚ୍ଚଶିକ୍ଷା ବିଭାଗ
ନିଶା କରୁଛି ସର୍ବନାସ
ଚିରନିଦ୍ରାରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି
ତୁଟୁନି ଓଲିଉଡ୍ ବିବାଦ; ନିଆଁରେ ଘିଅ ଢାଳୁଛନ୍ତି କଂଗ୍ରେସ ନେତା ନରସିଂହ
ଆରପାରିରେ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ
ଆଜି ରାଜଧାନୀର ୬ଟି ସ୍ଥାନରେ ହେବ ରାବଣ ପୋଡ଼ି
ଜନ୍ମମାଟିରେ ଓଡ଼ିଆ ଜାଭଲିନ ବୟ କିଶୋର ଜେନାଙ୍କୁ ଭବ୍ୟ ସ୍ୱାଗତ
୫୦୦୦ ଲେମ୍ବୁରେ ମା'ଙ୍କ ଦିବ୍ୟ ପ୍ରତିକୃତି ତିଆରି କଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
ବ୍ରାଉନ ସୁଗର ବିକି ବନ୍ଧାହେଲେ ୩ ଯୁବକ
ପୁରୀ ଖଜାକୁ ନେଇ GI ଟ୍ୟାଗ୍ ଦାବି କଲେ ଶ୍ରୀମନ୍ଦିର ସେବାୟତ ଓ ବ୍ୟବସାୟୀ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ଗଜପତି ଦିବ୍ୟସିଂହଦେବ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖିସି ଖବର: ୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା