Sunday, January 19, 2025

Logo
Loading...
google-add

ବିବାଦ ଘେରରେ ମିଶନ ଶକ୍ତି କାଫେ: ମଧ୍ୟାହ୍ନରେ ଉଦ୍‌ଘାଟନ, ସନ୍ଧ୍ୟାରେ ତାଲା

Rasmi Ranjan Rout | 17:26 PM, Mon Aug 14, 2023

ନ୍ୟୁଜ୍ 365(ବ୍ୟୁରୋ)ବିବାଦ ଘେରରେ ମିଶନ ଶକ୍ତି କାଫେ। ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ୍ ମିଶନ ଶକ୍ତି କାଫେରେ ଉଦ୍‌ଘାଟନୀ ଫଳକକୁ ନେଇ ବିବାଦ ଦେଖାଦେଇଛି।  ମଧ୍ୟାହ୍ନରେ ଉଦ୍‌ଘାଟନ କଲେ ବିଧାୟିକା ଦୀପାଳି ଦାସ, ଆଉ ସନ୍ଧ୍ୟା ବେଳେ ତାଲା ପକାଇଦେଲେ ଲଇକେରା ସରପଞ୍ଚ ପ୍ରିୟମ୍ବଦା ବେହେରା।

ସୂଚନାଥାଉ କି, ଗତକାଲି ପଞ୍ଚାୟତ ମାର୍କେଟ୍ କମ୍ପ୍ଲେକ୍ସରେ ମିଶନ ଶକ୍ତି କାଫେର ଉଦ୍‌ଘାଟନ କରିଥିଲେ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ। ଏହାପରେ ଏକ ସଭାର ମଧ୍ୟ ଆୟୋଜନ ହୋଇଥିଲା। ହେଲେ ଉଦ୍‌ଘାଟନୀ ଫଳକରେ ନିଜ ନାଁ ନଥିବାରୁ ଏବଂ ସଭାମଞ୍ଚରେ ତାଙ୍କ ପାଇଁ ଜାଗା ନଥିବା ଅଭିଯୋଗ କରି, ସନ୍ଧ୍ୟାରେ କାଫେ ଫାଟକରେ ତାଲା ପକାଇ ଦେଇଥିଲେ ସରପଞ୍ଚ ।

  • Trending Tag

  • No Trending Add This News
google-add
google-add
google-add

ଆପଣଙ୍କ ପସନ୍ଦର

ମତାମତ

google-add
google-add
google-add