ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଅପରାହ୍ନ ୫ଟା ସୁଦ୍ଧା ଛତିଶଗଡ଼ରେ ୭୦.୮୭ ଏବଂ ମିଜୋରାମରେ ୭୫.୮୦ ପ୍ରତିଶତ ମତଦାନ
ଓଡ଼ିଶା 365 (ବ୍ୟୁରୋ): ଆଜି ଛତିଶଗଡ଼ ଓ ମିଜୋରାମରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି । ନିର୍ବାଚନ ଆୟୋଗର ରିପୋର୍ଟ ଅନୁଯାୟୀ, ଛତିଶଗଡରେ ଅପରାହ୍ନ ୫ ଟା ସୁଦ୍ଧା ୭୦.୮୭ ପ୍ରତିଶତ ମତଦାନ ହୋଇଛି। ବର୍ତ୍ତମାନ ସୁଦ୍ଧ ମତଦାନ ଜାରି ରହିଛି । ଆଗକୁ ଏହା ବଢିପାରେ ।
ସେହିପରି ମିଜୋରାମରେ ଅପରାହ୍ନ ୫ ଟା ପର୍ୟ୍ୟନ୍ତ ପ୍ରକାଶିତ ତଥ୍ୟ ଅନୁଯାୟୀ ୭୫.୮୦ ପ୍ରତିଶତ ମତଦାନ ହୋଇଛି। ସେଠାରେ ମଧ୍ୟ ବର୍ତ୍ତମାନ ମତଦାନ ଜାରି ରହିଛି । ଆଗକୁ ଏହି ଭୋଯ୍ ପ୍ରତିଶତ ବଢିପାରେ ।
Trending Tag