Sunday, January 19, 2025

Logo
Loading...
google-add

ଭାରତ–ଆଫଗାନିସ୍ତାନ୍ ଟକ୍କର; ଖେଳିବେନି ଗିଲ୍

| 11:49 AM, Wed Oct 11, 2023

ଓଡ଼ିଶା 365 (ବ୍ୟୁରୋ):ବିଶ୍ୱକପର ନବମ ମ୍ୟାଚରେ ଭାରତ ଆଫଗାନିସ୍ତାନ୍ ଟକ୍କର ଦେଖିବାକୁ ମିଳିବ। ଦ୍ୱିତୀୟ ମ୍ୟାଚରେ ବିଜୟ ହେଲେ ପଏଣ୍ଟ ଟେବୁଲରେ ଚତୁର୍ଥରୁ ଭାରତ ପ୍ରଥମ ସ୍ଥାନକୁ ଉନ୍ନୀତ ହେବାର ସମ୍ଭାବନା ରହିଛି। ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ । ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଥିଲା ରୋହିତ୍ ବାହିନୀ। ଆଫଗାନିସ୍ତାନ ପ୍ରଥମ ମ୍ୟାଚରେ ବାଂଲାଦେଶ ଠାରୁ ପରାଜିତ ହୋଇଥିଲା । ଆଜିର ମ୍ୟାଚରେ ଭାରତର ପଲ୍ଲା ଭାରି ରହୁଥିବାବେଳେ ଆଫଗାନିସ୍ତାନ ବିପର୍ଯ୍ୟୟ ଘଟାଇବାର କ୍ଷମତା ରଖିଛି ।

୨୦୧୯ ବିଶ୍ୱକପରେ ଉଭୟ ଦଳ ଶେଷ ଥର ପାଇଁ ପରସ୍ପରକୁ ଭେଟିଥିଲେ । ଭାରତ ଏହି ମ୍ୟାଚକୁ ୧୧ ରନରେ ଜିତିଥିଲା । ଆଜିର ମ୍ୟାଚରେ ଭାରତୀୟ ଓପନର ଶୁଭମନ୍ ଗିଲ୍ ଅସୁସ୍ଥ କାରଣରୁ ଖେଳୁନଥିବାବେଳେ ପୁଣି ଥରେ ବିଶ୍ୱକପରେ ଓପନିଂ କରିବାକୁ ଇଶାନ୍ କିଶାନଙ୍କୁ ସୁଯୋଗ ମିଳିବ।

  • Trending Tag

  • No Trending Add This News
google-add
google-add
google-add

CRICKET NEWS

google-add

BUSINESS NEWS

google-add

POLITICS NEWS

google-add
google-add
google-add

MOST POPULAR

google-add
google-add