Sunday, January 19, 2025

Logo
Loading...
google-add

ଏସିଆନ୍ ଗେମ୍ସ: କୋରିଆକୁ ହରାଇ ଫାଇନାଲରେ ଭାରତୀୟ ହକି ଟିମ୍

Rasmi Ranjan Rout | 15:17 PM, Wed Oct 04, 2023

ଓଡ଼ିଶା ୩୬୫(ବ୍ୟୁରୋ): ଏସିଆନ ଗେମ୍ସରେ ପୁଣି ଚମକିଲା ଭାରତ । ଭାରତୀୟ ପୁରୁଷ ହକି ଦଳ ଚମତ୍କାର ପ୍ରଦର୍ଶନ କରି ଫାଇନାଲ ପାଇଁ ଟିକେଟ୍ ସୁରକ୍ଷିତ କରିଛି। ସେମିଫାଇନାଲ ମ୍ୟାଚରେ ଭାରତ କୋରିଆକୁ ୫-୩ରେ ପରାସ୍ତ କରିଛି।

ମ୍ୟାଚ୍ ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ଭାରତ କୋରିଆ ଉପରେ ଅଗ୍ରଣୀ ବଜାୟ ରଖି ଫାଇନାଲରେ ଟିକେଟ୍ ସୁରକ୍ଷିତ କରିଥିଲା। ଭାରତୀୟ ଦଳ ଏବେ ସ୍ୱର୍ଣ୍ଣ ପଦକ ଉପରେ ନଜର ରଖିଛି।

  • Trending Tag

  • No Trending Add This News
google-add
google-add
google-add

CRICKET NEWS

google-add

POLITICS NEWS

google-add
google-add

INDIA NEWS

google-add
google-add