Tuesday, July 23, 2024

Logo
Loading...
google-add

ଅପେକ୍ଷା ଶେଷ; ଆସିଲା ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ତାରିଖ

| 18:25 PM, Tue Sep 26, 2023

ଓଡ଼ିଶା365(ବ୍ୟୁରୋ): ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି । ମନ୍ଦିର ନିର୍ମାଣ ସମିତି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା କହିଛନ୍ତି, ତିନି ମହଲା ବିଶିଷ୍ଟ ରାମ ମନ୍ଦିରର ଭୂତଳ ନିର୍ମାଣ କାର୍ଯ୍ୟ ଡିସେମ୍ବର ଶେଷ ସୁଦ୍ଧା ସରିବ ଏବଂ ଜାନୁଆରି ୨୨ ତାରିଖରେ ପ୍ରାଣ ପ୍ରତିଷ୍ଠା ସମାରୋହ ହେବ । ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟନ୍ଦ୍ର ଦାଶ ଜୀ ମହାରାଜ କହିଛନ୍ତି, ୧୫ ଜାନୁଆରୀରୁ ୨୪ ଜାନୁଆରି ମଧ୍ୟରେ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ । ଆମ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖାଯାଇଛି ଏବଂ ଏହା ଉପରେ ଉତ୍ତର ମଧ୍ୟ ଆସିସାରିଛି । ଏବେ ଏହା ନିଷ୍ପତ୍ତି ନିଆଯାଇଛି ଯେ, ଜାନୁଆରି ୨୨ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟା ଆସିବେ, ତେଣୁ ପ୍ରାଣ ପ୍ରତିଷ୍ଠା ୨୨ତାରିଖରେ ହିଁ ହେବ ।

  • Trending Tag

  • No Trending Add This News
google-add
google-add
google-add

ଆଜିର ଷ୍ଟୋରୀ

google-add

ରାଜ୍ୟ ଖବର

google-add

ଆଇନ ଶୃଙ୍ଖଳା

google-add
google-add
google-add