ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଓଡ଼ିଶା 365 (ବ୍ୟୁରୋ): ଅଣ ଓଡ଼ିଆ ଠିକାଦାରଙ୍କୁ କାମ ଦିଆଯାଉଥିବା ଅଭିଯୋଗ ଓ ଛାତ୍ରଛାତ୍ରୀଙ୍କ ମେଧା ବୃତି ହରିଲୁଟ ଭଳି ଅଭିଯୋଗରେ ଆଜି ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଥିଲା ଯୁବ କଂଗ୍ରେସ । ମାତ୍ର ତାହା ପଣ୍ଡ ହୋଇଛି। ପୋଲିସ ଖବର ପାଇ ଯୁବ କଂଗ୍ରେସ କର୍ମୀଙ୍କୁ ଅଟକାଇଲା କର୍ମୀ ଆଣିଥିବା ବ୍ୟାନର ଜବତ କରିଛି। ପୋଲିସ ପ୍ରଶାସନର ତତକ୍ଷଣାତ ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସତେ ଯେମିତି ଗୁଇନ୍ଦା ସୂଚନା ପାଇ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିଲେ କମିଶନରେଟ ପୋଲିସର ବଡ଼ ବଡ଼ ଅଧିକାରୀ । ତେବେ ରାଜଧାନୀରେ ଭୁବନେଶ୍ୱରେ ଯୁବ କଂଗ୍ରେସର ଏପରି ଆନ୍ଦୋଳନ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା।
ଏତିକିବେଳେ ଯୁବ କଂଗ୍ରେସର ଆନ୍ଦୋଳନ ନେଇ ବଡ଼ ବୟାନ ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି, ନବୀନ ନିବାସ ଘେରାଉ ସଂପର୍କରେ ସେ କିଛି ଜାଣି ନାହାନ୍ତି । ଦଳର ଯୁବ ସଭାପତି ଆନ୍ଦୋଳନରେ ନଥିବାବେଳେ ଆନ୍ଦୋଳନକାରୀମାନେ କିଏ, ଲେଟ୍ ମି ଚେକ୍ ବି ବୋଲି କହିଛନ୍ତି ଶରତ।
Trending Tag
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଗାଜା ଷ୍ଟ୍ରିପ୍ ଉପରୁ ନିୟନ୍ତ୍ରଣ ହରାଇଛି ହମାସ୍: ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ
ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ସେମି ଫାଇଟ୍; ମ୍ୟାଚ୍ ଦେଖିବାକୁ ଲାଗିବ ସେଲିବ୍ରିଟିଙ୍କ ଭିଡ଼
ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ କେ କେ ନାୟରଙ୍କ ଅବଦାନକୁ ମନେରଖିବ ଦେଶ
କୋଟିପତି ସହକାରୀ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହୋଇଛି ୨୧ପ୍ଲଟ ସହ ୭୦ ଲକ୍ଷର ଡିପୋଜିଟ
ଦିଲ୍ଲୀ ବାୟୁ ନେଉଛି ଶିଶୁଙ୍କ ଜୀବନ; ମାସ୍କ ନ ପିନ୍ଧିଲେ ବୟସ୍କଙ୍କ ଜୀବନ ପ୍ରତି ବିପଦ
ମୁଁ ହୀରାନନ୍ଦନୀଙ୍କୁ ଆଇଡି ଏବଂ ପାସୱର୍ଡ ଦେଇଥିଲି: ଏମିତି କହିଲେ ଟିଏମସି ସାଂସଦ ମହୁଆ ମୈତ୍ରୀ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଆଜି ବିଶ୍ୱ ମଧୁମେହ ଦିବସ
୧୫ କୋଟିରୁ ଅଧିକ ଟଙ୍କାର କୋକେନ୍ ଜବତ, ୨ ବିଦେଶୀ ଗିରଫ
ମହିଳା ହକି ଦଳ ବିଶ୍ବ ରାଙ୍କିଂରେ ଭାରତ ଷଷ୍ଠ ସ୍ଥାନରେ
ହମାସ ଉପରେ ଇସ୍ରାଏଲର ଘନ ଘନ ଆଟାକ୍: ଦୁଇ ଭାଗ ହେଲା ଗାଜା
ନେପାଳରେ କାହିଁକି ବାରମ୍ବାର ହେଉଛି ଭୂମିକମ୍ପ: ଜାଣନ୍ତୁ କାରଣ?
ହମାସର ଦାବି: ଗାଜାର ସ୍କୁଲ ଉପରେ ଇସ୍ରାଏଲର ଆକ୍ରମଣ, ୨୦ମୃତ
ଇସ୍ରାଏଲ-ହମାସ ଯୁଦ୍ଧ: ଆତଙ୍କବାଦୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଜର୍ମାନୀ
ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଭାରତ ଆସୁଛନ୍ତି ଆମେରିକାର ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀ
ଇସ୍ରାଏଲ୍ ଓ ହମାସର ଯୁଦ୍ଧ ଭିତରକୁ ଡେଇଁଲା ୟେମେନ
ଦଶହରା ଉପଲକ୍ଷେ ଆମର ସ୍ଵତନ୍ତ୍ର ପ୍ରସ୍ତୁତି 'ଆସୁଛନ୍ତି ମା'... ଯୋଡ଼ିହୋଇ ରୁହନ୍ତୁ ଆମ ସହ