ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ଲଢିବା ନେଇ ଆଭାସ ଦେଲେ ସୁବାସ
ଓଡ଼ିଶା 365 (ବ୍ୟୁରୋ): ସମ୍ବଲପୁରର ବିଜେପି ସାଂସଦ ନୀତିଶ ଗଙ୍ଗଦେବ ଲୋକପ୍ରିୟତା ହରାଇ ସାରିଛନ୍ତି । ସେ ସାଂସଦ ଭାବେ ଛିଡା ହେଲେ ହାରିବେ ଓ ବିଧାୟକ ଭାବେ ଛିଡା ହେଲେ ମଧ୍ୟ ହାରିବେ । ସେ ଛିଡା ହେଲେ ଏକପ୍ରକାର ହାରିବାଟା ନିଶ୍ଚିତ। ମଣମାଧ୍ୟମରେ ଏଭଳି ବୟାନ ରଖିଛନ୍ତି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ । ସୁବାସ କହିଛନ୍ତି, ପାରିବାରିକ ବିବାଦ କାରଣରୁ ନୀତିଶଙ୍କର ଆଉ ଆଗପରି ଲୋକପ୍ରିୟତା ନାହିଁ । ତେଣୁ ସେ ଛିଡା ହେଲେ ହାରିବା ପକ୍କା । ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଲଢେଇ କାରଣରୁ ନୀତିଶ ଲୋକପ୍ରିୟତା ହରାଇଛନ୍ତି । ପାରିବାରିକ ବିବାଦ ବଢିବା ପରେ ସାଂସଦ ନୀତିଶ ଗଙ୍ଗଦେବ ଲୋକଙ୍କ ପାଖକୁ ଯାଉନାହାନ୍ତି କି ଲୋକଙ୍କ ସାଥୀରେ ଛିଡା ହେଉନାହାନ୍ତି । କୌଣସି କାମ କରୁନଥିବାରୁ ଲୋକ ତାଙ୍କୁ ଘୃଣା କରୁଛନ୍ତି । ଦେବଗଡରୁ ମଧ୍ୟ ସେ ବିଧାୟକ ଛିଡା ହେବେନି । ତାଙ୍କର ପତ୍ନୀ ଦେବଗଡରୁ ବିଜେଡି ଟିକେଟରୁ ଛିଡା ହେବେ ବୋଲି କହୁଛନ୍ତି । ଏବେ ନୀତିଶ ଗୃହବନ୍ଦୀ ହୋଇ ରହିବେ । ନୀତିଶ ଆଉ ନିର୍ବାଚନ ନ ଲଢିବା ଭଲ । ମୁଁ ଦେବଗଡରୁ ଓ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରରୁ ଲଢିବେ ବୋଲି କହିଛନ୍ତି ସୁବାସ ।
ସୂଚନାଯୋଗ୍ୟ, ପୂର୍ବରୁ ସୁବାସ କହିଥିଲେ, ସମ୍ବଲପୁର ଧର୍ମେନ୍ଦ୍ରଙ୍କ ପାଇଁ ସୁବୁଠୁ ସୁରକ୍ଷିତ ଆସନ । ସମ୍ବଲପୁରୁ ନିର୍ବାଚନ ଲଢନ୍ତୁ ଧର୍ମେନ୍ଦ୍ର । ସମ୍ବଲପୁରରେ ଧର୍ମେନ୍ଦ୍ରଙ୍କ ବିରୁଦ୍ଧରେ ଯିଏ ଲଢିବ ତାହାର ପରାଜୟ ନିଶ୍ଚିତ । ଧର୍ମେନ୍ଦ୍ରଙ୍କ ବ୍ୟକ୍ତିତ୍ଵ ଓ ଲୋକପ୍ରିୟତା ଯୋଗୁଁ ରାଜ୍ୟରେ ସେ ଯେଉଁଠୁ ଛିଡ଼ା ହେବେ ଜିତିବେ। ଦେବଗଡ଼ ସଂସଦୀୟ କ୍ଷେତ୍ର ଥିବାବେଳେ ଏଠାରୁ ଲଢି ଧର୍ମେନ୍ଦ୍ର ଜିତିଥିଲେ । ସେତେବେଳେ ଏଠାରେ ଅନେକ କାମ ହୋଇଛି । ବିଜେପି ମଧ୍ୟ ଚାହୁଁଛି ସମ୍ବଲପୁରରୁ ଲଢନ୍ତୁ ଧର୍ମେନ୍ଦ୍ର ।
Trending Tag
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଗାଜା ଷ୍ଟ୍ରିପ୍ ଉପରୁ ନିୟନ୍ତ୍ରଣ ହରାଇଛି ହମାସ୍: ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ
ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ସେମି ଫାଇଟ୍; ମ୍ୟାଚ୍ ଦେଖିବାକୁ ଲାଗିବ ସେଲିବ୍ରିଟିଙ୍କ ଭିଡ଼
ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ କେ କେ ନାୟରଙ୍କ ଅବଦାନକୁ ମନେରଖିବ ଦେଶ
କୋଟିପତି ସହକାରୀ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହୋଇଛି ୨୧ପ୍ଲଟ ସହ ୭୦ ଲକ୍ଷର ଡିପୋଜିଟ
ଦିଲ୍ଲୀ ବାୟୁ ନେଉଛି ଶିଶୁଙ୍କ ଜୀବନ; ମାସ୍କ ନ ପିନ୍ଧିଲେ ବୟସ୍କଙ୍କ ଜୀବନ ପ୍ରତି ବିପଦ
ମୁଁ ହୀରାନନ୍ଦନୀଙ୍କୁ ଆଇଡି ଏବଂ ପାସୱର୍ଡ ଦେଇଥିଲି: ଏମିତି କହିଲେ ଟିଏମସି ସାଂସଦ ମହୁଆ ମୈତ୍ରୀ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଆଜି ବିଶ୍ୱ ମଧୁମେହ ଦିବସ
୧୫ କୋଟିରୁ ଅଧିକ ଟଙ୍କାର କୋକେନ୍ ଜବତ, ୨ ବିଦେଶୀ ଗିରଫ
ମହିଳା ହକି ଦଳ ବିଶ୍ବ ରାଙ୍କିଂରେ ଭାରତ ଷଷ୍ଠ ସ୍ଥାନରେ
ହମାସ ଉପରେ ଇସ୍ରାଏଲର ଘନ ଘନ ଆଟାକ୍: ଦୁଇ ଭାଗ ହେଲା ଗାଜା
ନେପାଳରେ କାହିଁକି ବାରମ୍ବାର ହେଉଛି ଭୂମିକମ୍ପ: ଜାଣନ୍ତୁ କାରଣ?
ହମାସର ଦାବି: ଗାଜାର ସ୍କୁଲ ଉପରେ ଇସ୍ରାଏଲର ଆକ୍ରମଣ, ୨୦ମୃତ
ଇସ୍ରାଏଲ-ହମାସ ଯୁଦ୍ଧ: ଆତଙ୍କବାଦୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଜର୍ମାନୀ
ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଭାରତ ଆସୁଛନ୍ତି ଆମେରିକାର ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀ
ଇସ୍ରାଏଲ୍ ଓ ହମାସର ଯୁଦ୍ଧ ଭିତରକୁ ଡେଇଁଲା ୟେମେନ
ଦଶହରା ଉପଲକ୍ଷେ ଆମର ସ୍ଵତନ୍ତ୍ର ପ୍ରସ୍ତୁତି 'ଆସୁଛନ୍ତି ମା'... ଯୋଡ଼ିହୋଇ ରୁହନ୍ତୁ ଆମ ସହ