ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଯୁଦ୍ଧ ଭିତରେ ହମାସ ସଂସଦକୁ କବଜା କଲା ଇସ୍ରାଏଲ ସେନା
ଓଡ଼ିଶା 365(ବ୍ୟୁରୋ): ଇସ୍ରାଏଲ-ହମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଦିନ ଯେତିକି ଗଡ଼ୁଛି ସେତେ ଘନଉଛି ଯୁଦ୍ଧ । ଏହି ଯୁଦ୍ଧରେ ଇସ୍ରାଏଲକୁ ମିଳିଛି ବଡ ସଫଳତା । ହମାସ ସଂସଦକୁ କବଜା କରିଛି ଇସ୍ରାଏଲ ସେନା । ଏନେଇ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରାଳୟ ଫଟୋ ପୋଷ୍ଟ କରି ସେନାର ବଡ ଜିତ ବୋଲି କହିଛି ।
ସେପଟେ ଉତ୍ତରଗାଜାରେ ଥିବା ସମସ୍ତ ହମାସ ଶିବିର ନଷ୍ଟ ହୋଇଥିବା ଇସ୍ରାଏଲ ସେନା ଦାବି କରିଛି । ଏଥିସହ ହମାସକୁ ମୂଳପୋଛ କରିବା ଯାଏଁ ଯୁଦ୍ଧ ଚାଲିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ୩୮ଦିନର ଯୁଦ୍ଧରେ ସବୁଠୁ ଅଧିକ ସଂଗୀନ ରହିଛି ଗାଜାର ସ୍ଥିତି । ଗାଜାର ସାଧାରଣ ଜନତା ଏଥିରେ ଖସିଯାଇଛନ୍ତି । ସେପଟେ ଆତଙ୍କୀ ହମାସକୁ ସମ୍ପୂର୍ଣ୍ଣ ନଷ୍ଟ ନରିବା ପର୍ଯ୍ୟନ୍ତ ଇସ୍ରାଏଲ ଆକ୍ରମଣ ବନ୍ଦ କରିବ ନାହିଁ ବୋଲି ପୂର୍ବରୁ କହି ସାରିଛି ।
Trending Tag
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଗାଜା ଷ୍ଟ୍ରିପ୍ ଉପରୁ ନିୟନ୍ତ୍ରଣ ହରାଇଛି ହମାସ୍: ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ
ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ସେମି ଫାଇଟ୍; ମ୍ୟାଚ୍ ଦେଖିବାକୁ ଲାଗିବ ସେଲିବ୍ରିଟିଙ୍କ ଭିଡ଼
ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ କେ କେ ନାୟରଙ୍କ ଅବଦାନକୁ ମନେରଖିବ ଦେଶ
କୋଟିପତି ସହକାରୀ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହୋଇଛି ୨୧ପ୍ଲଟ ସହ ୭୦ ଲକ୍ଷର ଡିପୋଜିଟ
ଦିଲ୍ଲୀ ବାୟୁ ନେଉଛି ଶିଶୁଙ୍କ ଜୀବନ; ମାସ୍କ ନ ପିନ୍ଧିଲେ ବୟସ୍କଙ୍କ ଜୀବନ ପ୍ରତି ବିପଦ
ମୁଁ ହୀରାନନ୍ଦନୀଙ୍କୁ ଆଇଡି ଏବଂ ପାସୱର୍ଡ ଦେଇଥିଲି: ଏମିତି କହିଲେ ଟିଏମସି ସାଂସଦ ମହୁଆ ମୈତ୍ରୀ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଶୁଭମନଙ୍କ ଆଉଟରେ କାନ୍ଦିଲେ ସାରା
ଦୀପାବଳି ପୂର୍ବରୁ ଗ୍ରାହକଙ୍କୁ ଝଟକା: ବଢିଲା ଗ୍ୟାସ୍ ଦର
ଅଗ୍ନିକାଣ୍ଡରେ ଜଳିଗଲା ଅନେକ ବସ୍
ଆରପାରିରେ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ
ଦଶହରା ଉପଲକ୍ଷେ ଆମର ସ୍ଵତନ୍ତ୍ର ପ୍ରସ୍ତୁତି 'ଆସୁଛନ୍ତି ମା'... ଯୋଡ଼ିହୋଇ ରୁହନ୍ତୁ ଆମ ସହ
ଦୁଇ ଜଣଙ୍କୁ ପ୍ରେମ କରି ଅଡୁଆରେ ବିଜେଡି ବିଧାୟକ; କଟିପାରେ ଟିକେଟ୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ବାଚସ୍ପତି ହୋଇଛନ୍ତି ପ୍ରମିଳା ମଲ୍ଲିକ
ଚୁଟକିରେ ଦୂରହେବ ଗ୍ୟାସ ସମସ୍ୟା
ଓଡ଼ିଶାରେ ବିଜେପି ଆସିଲେ ଶିକ୍ଷକଙ୍କ ଦୁଃଖ ଦୁର ହେବ: ବିଧାୟକ ସୂର୍ଯ୍ୟବଂଶୀ ସୂରଜ
୭୮ ବର୍ଷରେ ପାଦ ଥାପିଲେ ନବୀନ, ଭଉଣୀଙ୍କ ଦେହାନ୍ତ ପାଇଁ ଏଥର ଜନ୍ମଦିନ ପାଳିବେନି
ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ଲଢିବା ନେଇ ଆଭାସ ଦେଲେ ସୁବାସ
ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଅଭିଯୋଗ ନେଇ ଦିଲ୍ଲୀ ଯିବେ ରାଜ୍ୟର ୨୨ ବିଜେପି ବିଧାୟକ