ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
କେନ୍ଦ୍ରୀୟ ଏଜେନ୍ସିର ରାଡାରରେ ତାମିଲନାଡ଼ୁର ୧୦ କ୍ୟାବିନେଟ୍ ମନ୍ତ୍ରୀ
ଓଡ଼ିଶା 365 (ବ୍ୟୁରୋ): ଗତ କିଛି ମାସ ହେବ ବେଶ୍ ଆକ୍ଟିଭ ମୁଡରେ ରହିଛି ବିଭିନ୍ନ କେନ୍ଦ୍ରୀୟ ଏଜେନ୍ସି । ବିଭିନ୍ନ ସ୍ଥାନରେ ଲଗାତର ଚଢାଉ କରୁଥିବା ବେଳେ ବେଆଇନ ଅର୍ଥ କାରବାର ପର୍ଦ୍ଦାଫାସ ମଧ୍ୟ କରୁଛନ୍ତି । ଏହାରି ଭିତରେ ତାମିଲନାଡୁର ୩୬ ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରୁ ଅତି କମ୍ରେ ୧୦ ଜଣ ବର୍ତ୍ତମାନ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ରାଡାରରେ ଅଛନ୍ତି । ଆଉ ସବୁଠାରୁ ବଡ଼ କଥା ହେଲା ଶାସକ ଡିଏମ୍କେ ଏହାକୁ ଐତିହାସିକ ଭାବରେ ପ୍ରଭାବ ନଗଣ୍ୟ ଥିବା ରାଜ୍ୟରେ ନିଜର ପ୍ରଭାବକୁ ସୁଦୃଢ଼ କରିବା ପାଇଁ ବିଜେପିର ପ୍ରୟାସ ସହିତ ଯୋଡିଛି। ନଭେମ୍ବର ୩ରେ ପିଡବ୍ଲ୍ୟୁଡି ଓ ରାଜପଥ ମନ୍ତ୍ରୀ ଇଭି ଭେଲୁଙ୍କୁ ଟାର୍ଗେଟ କରି ଚେନ୍ନାଇ ଓ କୋଏମ୍ବାଟୁର ଭଳି ଜିଲ୍ଲାର ୪୦ରୁ ଅଧିକ ସ୍ଥାନରେ ଚଢ଼ଉ କରାଯାଇଥିଲା। ଜବତ ହୋଇଥିବା କାଗଜପତ୍ରର ବିବରଣୀ ଆୟକର ବିଭାଗ ପକ୍ଷରୁ ଏପର୍ୟ୍ୟନ୍ତ ପ୍ରକାଶ କରାଯାଇନାହିଁ।
କେନ୍ଦ୍ରୀୟ ଏଜେନ୍ସି ଯାଞ୍ଚର ସମ୍ମୁଖୀନ ହୋଇଥିବା ଡିଏମ୍କେର ଅନ୍ୟ ବରିଷ୍ଠ ନେତାମାନଙ୍କ ମଧ୍ୟରେ ଅଛନ୍ତି କୋଟି କୋଟି ଟଙ୍କାର ବାଲି ଖନନ ଦୁର୍ନୀତି ମାମଲାରେ ଜଳ ଓ ଜଳସେଚନ ମନ୍ତ୍ରୀ ଦୁରାଇମୁରୁଗାନ୍, ଆର୍ଥିକ ଅନିୟମିତତା ଓ ସମ୍ପତ୍ତି ଠୁଳ ମାମଲାରେ ଉଚ୍ଚଶିକ୍ଷା ମନ୍ତ୍ରୀ କେ ପୋନମୁଡ଼ି, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଇ ପେରିଆସାମୀ ଏବଂ ପୂର୍ବତନ ଅବକାରୀ ମନ୍ତ୍ରୀ କେ ସେନ୍ଥିଲ ବାଲାଜୀ। ଚାକିରି ଦୁର୍ନୀତି ଓ ମନି ଲଣ୍ଡରିଂ ଅଭିଯୋଗରେ ଗତ ଜୁନ୍ ମାସରେ ବାଲାଜୀଙ୍କ ଉପରେ ଚଢ଼ଉ ଆରମ୍ଭ ହୋଇଥିଲା। ଏହାକୁ ନେଇ ତାମିଲନାଡ଼ୁ ରାଜନୀତି ସରଗରମ ହୋଇଛି ।
Trending Tag
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଗାଜା ଷ୍ଟ୍ରିପ୍ ଉପରୁ ନିୟନ୍ତ୍ରଣ ହରାଇଛି ହମାସ୍: ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ
ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ସେମି ଫାଇଟ୍; ମ୍ୟାଚ୍ ଦେଖିବାକୁ ଲାଗିବ ସେଲିବ୍ରିଟିଙ୍କ ଭିଡ଼
ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ କେ କେ ନାୟରଙ୍କ ଅବଦାନକୁ ମନେରଖିବ ଦେଶ
କୋଟିପତି ସହକାରୀ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହୋଇଛି ୨୧ପ୍ଲଟ ସହ ୭୦ ଲକ୍ଷର ଡିପୋଜିଟ
ଦିଲ୍ଲୀ ବାୟୁ ନେଉଛି ଶିଶୁଙ୍କ ଜୀବନ; ମାସ୍କ ନ ପିନ୍ଧିଲେ ବୟସ୍କଙ୍କ ଜୀବନ ପ୍ରତି ବିପଦ
ମୁଁ ହୀରାନନ୍ଦନୀଙ୍କୁ ଆଇଡି ଏବଂ ପାସୱର୍ଡ ଦେଇଥିଲି: ଏମିତି କହିଲେ ଟିଏମସି ସାଂସଦ ମହୁଆ ମୈତ୍ରୀ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଶୁଭମନଙ୍କ ଆଉଟରେ କାନ୍ଦିଲେ ସାରା
ଦୀପାବଳି ପୂର୍ବରୁ ଗ୍ରାହକଙ୍କୁ ଝଟକା: ବଢିଲା ଗ୍ୟାସ୍ ଦର
ଅଗ୍ନିକାଣ୍ଡରେ ଜଳିଗଲା ଅନେକ ବସ୍
ଆରପାରିରେ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ
ଦଶହରା ଉପଲକ୍ଷେ ଆମର ସ୍ଵତନ୍ତ୍ର ପ୍ରସ୍ତୁତି 'ଆସୁଛନ୍ତି ମା'... ଯୋଡ଼ିହୋଇ ରୁହନ୍ତୁ ଆମ ସହ
ଦୁଇ ଜଣଙ୍କୁ ପ୍ରେମ କରି ଅଡୁଆରେ ବିଜେଡି ବିଧାୟକ; କଟିପାରେ ଟିକେଟ୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ବାଚସ୍ପତି ହୋଇଛନ୍ତି ପ୍ରମିଳା ମଲ୍ଲିକ
ଚୁଟକିରେ ଦୂରହେବ ଗ୍ୟାସ ସମସ୍ୟା
ଓଡ଼ିଶାରେ ବିଜେପି ଆସିଲେ ଶିକ୍ଷକଙ୍କ ଦୁଃଖ ଦୁର ହେବ: ବିଧାୟକ ସୂର୍ଯ୍ୟବଂଶୀ ସୂରଜ
୭୮ ବର୍ଷରେ ପାଦ ଥାପିଲେ ନବୀନ, ଭଉଣୀଙ୍କ ଦେହାନ୍ତ ପାଇଁ ଏଥର ଜନ୍ମଦିନ ପାଳିବେନି
ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ଲଢିବା ନେଇ ଆଭାସ ଦେଲେ ସୁବାସ
ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଅଭିଯୋଗ ନେଇ ଦିଲ୍ଲୀ ଯିବେ ରାଜ୍ୟର ୨୨ ବିଜେପି ବିଧାୟକ