ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ହାର୍ଟଆଟାକ୍ ର ମୂଖ୍ୟ କାରଣ ଗଞ୍ଜେଇ
ଓଡ଼ିଶା 365 (ବ୍ୟୁରୋ): ନିୟମିତ ଗଞ୍ଜେଇ ସେବନ କରୁଥିବା ବ୍ୟକ୍ତିଙ୍କର ହୃଦ୍ଘାତ ହେବାର ଆଶଙ୍କା ୩୪ ପ୍ରତିଶତ ଅଧିକ ବୋଲି ଆମେରିକା ହୃତ୍ପିଣ୍ଡ ସଂଘ ଦାବି କରିଛି। ଏହି ଆଶଙ୍କା ଗଞ୍ଜେଇ ସେବନକାରୀର ବୟସ, ଲିଙ୍ଗ କି ଧୂମପାନ ଇତିହାସ ଦ୍ବାରା ପ୍ରଭାବିତ ନୁହେଁ ବୋଲି ମଧ୍ୟ କୁହାଯାଇଛି। ଗବେଷକମାନେ ୨୮,୫୩୫ ଜଣ ଗଞ୍ଜେଇ ସେବନକାରୀଙ୍କୁ ଏକ ଅନୁଧ୍ୟାନରେ ସାମିଲ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତଙ୍କର ଉଚ୍ଚ ରକ୍ତଚାପ, ମଧୁମେହ-୨ ଓ ଉଚ୍ଚ କୋଲିଷ୍ଟେରଲ୍ ପରି କିଛି ନା କିଛି ରୋଗ ରହିଥିଲା।
ବିଶେଷ କରି ୬୫ ବର୍ଷରୁ ଅଧିକ ବୟସ୍କମାନଙ୍କ ଉପରେ ଦୃଷ୍ଟି କେନ୍ଦ୍ରିତ କରିଥିଲା, ଯେଉଁମାନେ ତମାଖୁ ସେବନ ନକରି କେବଳ ଗଞ୍ଜେଇ ଟାଣୁଥିଲେ। ସାଧରଣତଃ ଅଧିକାଂଶ ଗଞ୍ଜେଇ ଟାଣୁଥିବା ବ୍ୟକ୍ତିଙ୍କର ତମାଖୁ ପ୍ରତି ମଧ୍ୟ ଆସକ୍ତି ରହିଥାଏ। କେବଳ ଗଞ୍ଜେଇ ବ୍ୟବହାରୀଙ୍କ ମଧ୍ୟରୁ ୨୦ ପ୍ରତିଶତଙ୍କର ହୃଦଘାତ କି ମସ୍ତିଷ୍କଘାତ ପରି ସମସ୍ୟା ଦେଖାଦେଇଥିଲା ଯେଉଁମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଅନ୍ୟ ୧୩.୯ ପ୍ରତିଶତ ଅଂଶଗ୍ରହଣକାରୀଙ୍କର ଭୀଷଣ ହୃତପିଣ୍ଡ ଓ ମସ୍ତିଷ୍କ ସମସ୍ୟା ଦେଖାଯାଇଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ମୃତ୍ୟୁ ଘଟିଥିଲା ତ କାହାଠାରେ ସାଂଘାତିକ ସ୍ବାସ୍ଥ୍ୟ ଜଟିଳତା ଦେଖାଦେଇଥିଲା। ସେହିପରି ଉଚ୍ଚ ରକ୍ତ ଚାପ ଓ ଉଚ୍ଚ କୋଲେଷ୍ଟେରଲ୍ ସ୍ତର ଥିବା ଗଞ୍ଜେଇ ବ୍ୟବହାରୀଙ୍କ ଠାରେ ହୃତ୍ପିଣ୍ଡ ଓ ମସ୍ତିଷ୍କ ଜନିତ ସର୍ବାଧିକ ସ୍ବାସ୍ଥ୍ୟ ଜଟିଳତା ଲକ୍ଷ୍ୟ କରାଯାଇଥିଲା।
Trending Tag
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଗାଜା ଷ୍ଟ୍ରିପ୍ ଉପରୁ ନିୟନ୍ତ୍ରଣ ହରାଇଛି ହମାସ୍: ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ
ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ସେମି ଫାଇଟ୍; ମ୍ୟାଚ୍ ଦେଖିବାକୁ ଲାଗିବ ସେଲିବ୍ରିଟିଙ୍କ ଭିଡ଼
ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ କେ କେ ନାୟରଙ୍କ ଅବଦାନକୁ ମନେରଖିବ ଦେଶ
କୋଟିପତି ସହକାରୀ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହୋଇଛି ୨୧ପ୍ଲଟ ସହ ୭୦ ଲକ୍ଷର ଡିପୋଜିଟ
ଦିଲ୍ଲୀ ବାୟୁ ନେଉଛି ଶିଶୁଙ୍କ ଜୀବନ; ମାସ୍କ ନ ପିନ୍ଧିଲେ ବୟସ୍କଙ୍କ ଜୀବନ ପ୍ରତି ବିପଦ
ମୁଁ ହୀରାନନ୍ଦନୀଙ୍କୁ ଆଇଡି ଏବଂ ପାସୱର୍ଡ ଦେଇଥିଲି: ଏମିତି କହିଲେ ଟିଏମସି ସାଂସଦ ମହୁଆ ମୈତ୍ରୀ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଆଜି ବିଶ୍ୱ ମଧୁମେହ ଦିବସ
୧୫ କୋଟିରୁ ଅଧିକ ଟଙ୍କାର କୋକେନ୍ ଜବତ, ୨ ବିଦେଶୀ ଗିରଫ
ମହିଳା ହକି ଦଳ ବିଶ୍ବ ରାଙ୍କିଂରେ ଭାରତ ଷଷ୍ଠ ସ୍ଥାନରେ
ହମାସ ଉପରେ ଇସ୍ରାଏଲର ଘନ ଘନ ଆଟାକ୍: ଦୁଇ ଭାଗ ହେଲା ଗାଜା
ନେପାଳରେ କାହିଁକି ବାରମ୍ବାର ହେଉଛି ଭୂମିକମ୍ପ: ଜାଣନ୍ତୁ କାରଣ?
ହମାସର ଦାବି: ଗାଜାର ସ୍କୁଲ ଉପରେ ଇସ୍ରାଏଲର ଆକ୍ରମଣ, ୨୦ମୃତ
ଇସ୍ରାଏଲ-ହମାସ ଯୁଦ୍ଧ: ଆତଙ୍କବାଦୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଜର୍ମାନୀ
ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଭାରତ ଆସୁଛନ୍ତି ଆମେରିକାର ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀ
ଇସ୍ରାଏଲ୍ ଓ ହମାସର ଯୁଦ୍ଧ ଭିତରକୁ ଡେଇଁଲା ୟେମେନ
ଦଶହରା ଉପଲକ୍ଷେ ଆମର ସ୍ଵତନ୍ତ୍ର ପ୍ରସ୍ତୁତି 'ଆସୁଛନ୍ତି ମା'... ଯୋଡ଼ିହୋଇ ରୁହନ୍ତୁ ଆମ ସହ
୭୮ ବର୍ଷରେ ପାଦ ଥାପିଲେ ନବୀନ, ଭଉଣୀଙ୍କ ଦେହାନ୍ତ ପାଇଁ ଏଥର ଜନ୍ମଦିନ ପାଳିବେନି
ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ଲଢିବା ନେଇ ଆଭାସ ଦେଲେ ସୁବାସ
ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଅଭିଯୋଗ ନେଇ ଦିଲ୍ଲୀ ଯିବେ ରାଜ୍ୟର ୨୨ ବିଜେପି ବିଧାୟକ
ଦୀପାବଳି ପରେ ୫ଟି ରାଜ୍ୟରେ ହୋଇପାରେ ବିଧାନସଭା ନିର୍ବାଚନ: ତାରିଖକୁ ଅପେକ୍ଷା
ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସାମୁହିକ ଅଧିକାରରୁ ବଞ୍ଚିତ କରିବାକୁ ଚାହୁଁଛି କଂଗ୍ରେସ: ମୋଦି
ସଞ୍ଜୟ ସିଂ ଓ ଦୀନେଶ ଆରୋରାଙ୍କୁ ସାମ୍ନାସାମ୍ନି ବସାଇ ପଚରାଉଚରା କରିପାରେ ଇଡି