ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ନିଶା କରୁଛି ସର୍ବନାସ
ଓଡ଼ିଶା 365 (ବ୍ୟୁରୋ) : କେବଳ ରାଜଧାନୀ, ତାନୁହେଁ ପୁରା ଓଡ଼ିଶା ପଡିଛି ନିଶାର କବଳରେ । ଯେଉଁଠି ସରକାର ନିଶାକୁ ପ୍ରୋତ୍ସାହନ ଦେଉଛନ୍ତି ସେଠି ଅନ୍ୟ ମାନଙ୍କ ପାଖରୁବା କଣ ଆଶା କରାଯାଇପାରିବ । ଏକ ସଭ୍ୟ ଅନୁଯାୟୀ ପୁରା ଦେଶରେ ନିଶା କାରବାର ଆଉ ନିଶା ସେବନରେ ଓଡ଼ିଶାର ସ୍ଥାନ ରହିଛି ପ୍ରଥମ । ଆମେ ପୂର୍ବକୁ ଯିବା ନାହିଁ ଗତ କିଛି ଦିନର ଘଟଣାକୁ ଲକ୍ଷ୍ୟକଲେ ଆପଣ ଦେଖିପାରିବେ ମଦପାଇଁ ଟଙ୍କା ନଦେବାରୁ ମାକୁ ହତ୍ୟା କରିଛି ପୁଅ । ରାଜଧାନୀରେ ୪ ବର୍ଷର କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା । ମିଠା ଦୋକାନିକୁ ବିଚ୍ ରାସ୍ତାରେ ଗୋଡ଼େଇ ଗୋଡ଼େଇ ହାଣିବା ଘଟଣା । ଏପରି ଅନେକ ଘଟଣାମାନ ରହିଛି, ଯାହା ପଛରେ ମୁଖ୍ୟ କାରଣ ହେଉଛି ନିଶା । ଆଉ ଏଥିରେ ଅଧିକ ଯୁବପିଢ଼ି ରହିଛନ୍ତି । ଯେଉଁ ବୟସରେ ପିଲାଙ୍କ ପ୍ରତି ଅଧିକ ସଚେତନ ବା ସମ୍ୱେଦନଶୀଳ ହେବାର ଆବଶ୍ୟକତା ରହିଛି ସେହି ସମୟରେ ପିଲାମାନେ ନିଶାସକ୍ତ ହେଉଛନ୍ତି । ତେବେ କହିବାକୁ ଗଲେ ରାଜ୍ୟର ଭବିଷ୍ୟତ ଏବେ ନଶେଡ଼ି ହୋଇସାରିଛି । ନିଶା ବା ମଦ ରେ ରାଜ୍ୟକୁ ମିଳୁଛି ସର୍ବାଧିକ ରାଜଶ୍ୱ । ଆଉ ଗରିବରେ ଓଡ଼ିଶା ଆଗରେ ।
ରାଜ୍ୟର ଭବିଷ୍ୟତ ଅନ୍ଧାର କହିଲେ ଚଳେ । ଗାଁଠାରୁ ସହର ଏବେ ସବୁଠିଁ ମଦ ହିଁ ମଦ । ସ୍କୁଲ ଠାରୁ ଆରମ୍ଭ କରି କଲେଜ ପଢ଼ୁଆ ପିଲା ପର୍ଯ୍ୟନ୍ତ ସମନ୍ତେ କେଉଁନା କେଉଁ ନିଶା ସହିତ ଜଡିତ ଅଛନ୍ତି । କେତେ ଘର ଉଜୁଡ଼ିଛି ଏହି ନିଶା ପାଇଁ କେତେ ପିଲା ମା ବାପର ଆଶରା ହରାଇଛନ୍ତି ତ ଆଉ କେତେ ଅଭାବର ଶିକାର ହୋଇ ବାଟରୁ ଅବାଟକୁ ଚାଲିଯାଇଛନ୍ତି । କେବଳ ଏଇ ନିଶା ପାଇଁ । ଯଦିଓ ନିଶା ମୁକ୍ତ ପାଇଁ ଅନେକ ସଚେତନତା ଅବଲମ୍ୱନ କରାଯାଇଛି ତେବେ ତା ତୁଳନାରେ ନିଶା ଦ୍ରବ୍ୟର ବିଜ୍ଞାପନ ବୃଦ୍ଦି ପାଇଛି । ସାଧାରଣ ନିରକ୍ଷର, ଦିନମଜୁରୀଆଙ୍କୁ ସେତେ ପ୍ରଭାବ ପକାଉ ନାହିଁ । ତେଣୁ ଏଥି ପ୍ରତି ଯଥେଷ୍ଟ ସଚେତନ ହେବା ଏବଂ କରାଇବାର ଆବଶ୍ୟକତା ରହିଛି । ଯଦି ଏପରି ନହୁଏ ତେବେ ରାଜ୍ୟର ଭବିଷ୍ୟତ ଧରାସାୟୀ ହୋଇପାରେ ।
Trending Tag
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଗାଜା ଷ୍ଟ୍ରିପ୍ ଉପରୁ ନିୟନ୍ତ୍ରଣ ହରାଇଛି ହମାସ୍: ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ
ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ସେମି ଫାଇଟ୍; ମ୍ୟାଚ୍ ଦେଖିବାକୁ ଲାଗିବ ସେଲିବ୍ରିଟିଙ୍କ ଭିଡ଼
ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିର ନିର୍ମାଣରେ କେ କେ ନାୟରଙ୍କ ଅବଦାନକୁ ମନେରଖିବ ଦେଶ
କୋଟିପତି ସହକାରୀ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ, ଜବତ ହୋଇଛି ୨୧ପ୍ଲଟ ସହ ୭୦ ଲକ୍ଷର ଡିପୋଜିଟ
ଦିଲ୍ଲୀ ବାୟୁ ନେଉଛି ଶିଶୁଙ୍କ ଜୀବନ; ମାସ୍କ ନ ପିନ୍ଧିଲେ ବୟସ୍କଙ୍କ ଜୀବନ ପ୍ରତି ବିପଦ
ମୁଁ ହୀରାନନ୍ଦନୀଙ୍କୁ ଆଇଡି ଏବଂ ପାସୱର୍ଡ ଦେଇଥିଲି: ଏମିତି କହିଲେ ଟିଏମସି ସାଂସଦ ମହୁଆ ମୈତ୍ରୀ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଆଜି ବିଶ୍ୱ ମଧୁମେହ ଦିବସ
୧୫ କୋଟିରୁ ଅଧିକ ଟଙ୍କାର କୋକେନ୍ ଜବତ, ୨ ବିଦେଶୀ ଗିରଫ
ମହିଳା ହକି ଦଳ ବିଶ୍ବ ରାଙ୍କିଂରେ ଭାରତ ଷଷ୍ଠ ସ୍ଥାନରେ
ହମାସ ଉପରେ ଇସ୍ରାଏଲର ଘନ ଘନ ଆଟାକ୍: ଦୁଇ ଭାଗ ହେଲା ଗାଜା
ନେପାଳରେ କାହିଁକି ବାରମ୍ବାର ହେଉଛି ଭୂମିକମ୍ପ: ଜାଣନ୍ତୁ କାରଣ?
ହମାସର ଦାବି: ଗାଜାର ସ୍କୁଲ ଉପରେ ଇସ୍ରାଏଲର ଆକ୍ରମଣ, ୨୦ମୃତ
ଇସ୍ରାଏଲ-ହମାସ ଯୁଦ୍ଧ: ଆତଙ୍କବାଦୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଜର୍ମାନୀ
ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ଭାରତ ଆସୁଛନ୍ତି ଆମେରିକାର ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀ
ଇସ୍ରାଏଲ୍ ଓ ହମାସର ଯୁଦ୍ଧ ଭିତରକୁ ଡେଇଁଲା ୟେମେନ
ଦଶହରା ଉପଲକ୍ଷେ ଆମର ସ୍ଵତନ୍ତ୍ର ପ୍ରସ୍ତୁତି 'ଆସୁଛନ୍ତି ମା'... ଯୋଡ଼ିହୋଇ ରୁହନ୍ତୁ ଆମ ସହ
୭୮ ବର୍ଷରେ ପାଦ ଥାପିଲେ ନବୀନ, ଭଉଣୀଙ୍କ ଦେହାନ୍ତ ପାଇଁ ଏଥର ଜନ୍ମଦିନ ପାଳିବେନି
ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ଲଢିବା ନେଇ ଆଭାସ ଦେଲେ ସୁବାସ
ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଅଭିଯୋଗ ନେଇ ଦିଲ୍ଲୀ ଯିବେ ରାଜ୍ୟର ୨୨ ବିଜେପି ବିଧାୟକ
ଦୀପାବଳି ପରେ ୫ଟି ରାଜ୍ୟରେ ହୋଇପାରେ ବିଧାନସଭା ନିର୍ବାଚନ: ତାରିଖକୁ ଅପେକ୍ଷା
ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସାମୁହିକ ଅଧିକାରରୁ ବଞ୍ଚିତ କରିବାକୁ ଚାହୁଁଛି କଂଗ୍ରେସ: ମୋଦି
ସଞ୍ଜୟ ସିଂ ଓ ଦୀନେଶ ଆରୋରାଙ୍କୁ ସାମ୍ନାସାମ୍ନି ବସାଇ ପଚରାଉଚରା କରିପାରେ ଇଡି