Thursday, February 13, 2025

Logo
Loading...
google-add

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର;ଙଊଙଚର ଫଟୋ ଦେଇ ଅଭିନେତାଙ୍କୁ କଲେ ସ୍ଵାଗତ ଯୋଗୀ

| 18:02 PM, Sat Nov 11, 2023

ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡର ଭେଟେରାନ ଅଭିନେତା ଧର୍ମେନ୍ଦ୍ର । ବର୍ତ୍ତମାନ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଛନ୍ତି। ଅଭିନେତା ତାଙ୍କ ବାସଭବନକୁ ଯାଇ ତାଙ୍କ ସହ କଥା ହୋଇଥିଲେ। ଏହି ସମୟରେ, ସିଏମ୍‌ ଯୋଗୀ ତାଙ୍କୁ ଙଊଙଚ ର ଫଟୋ ଦେଇ ସମ୍ମାନିତ କରିଥିଲେ । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । କହିବାକୁ ଗଲେ ଧର୍ମେନ୍ଦ୍ର ତାଙ୍କ ଚଳଚ୍ଚିତ୍ର ‘ଇକ୍କିସ୍’ର ସୁଟିଂ ପାଇଁ ଲକ୍ଷ୍ନୌକୁ ଯାଇଛନ୍ତି। ସେ ଆସନ୍ତା ୧୦ ଦିନ ସେଠାରେ ରହିବେ ।

  • Trending Tag

  • No Trending Add This News
google-add
google-add
google-add

movies

google-add

Lifestyle